🌸 ଶିଶୁ ଦିବସର ଅନେକ ଅନେକ ଶୁଭେଚ୍ଛା 🌸 ପିଲାମାନେ ହେଉଛନ୍ତି ଭଗବାନଙ୍କର ସବୁଠାରୁ ସୁନ୍ଦର ଉପହାର। ❤️ ସେମାନଙ୍କ ହସରେ ଲୁଚି ରହିଛି ହଜାରେ ସ୍ୱପ୍ନ, ସେମାନଙ୍କ ଆଖିରେ ରହିଛି ଏକ ନୂଆ ଦୁନିଆ ଗଢ଼ିବାର ଆଶା। ମନେ ରଖନ୍ତୁ... 📚 ପିଲାଙ୍କୁ କେବଳ ପାଠ ପଢ଼ାନ୍ତୁ ନାହିଁ, ଜୀବନରେ ଆଗକୁ ବଢ଼ିବାର ସାହସ ଦିଅନ୍ତୁ। 🌱 କେବଳ ଭଲ Mark ନୁହ…